BREAKING
Loading...
:

ଗଞ୍ଜାମ ଜିଲ୍ଲାରେ ଏବେ ମାତିଛନ୍ତି ବାଲି ଚୋର

 



*ଗଞ୍ଜାମ ଜିଲ୍ଲାରେ ଏବେ ମାତିଛନ୍ତି ବାଲି ଚୋର। ସେମାନଙ୍କୁ କିଛି ବାବୁ, ଆଉ ଟାଉଟର ସହଯୋଗ କରୁଛନ୍ତି। ଧରାକୋଟ ବ୍ଲକ ଲକ୍ଷ୍ମୀପୁର ଘାଟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଘାଟରେ ଗୋଟିଏ ଜାଗାରେ ମାଇନିଂ ପ୍ଲାନ୍ ଦେଇ ଆଉ ଗୋଟିଏ ଜାଗାରେ ବାଲି ଖୋଲାଯାଉଛି। ଦିନରାତି ବାଲି ଚୋରି ହେଉଥିବା ବେଳେ ପୁଲିସ, ତହସିଲଦାର ଓ ଖଣି ବିଭାଗ ଅଧିକାରୀମାନେ ଚୁପ୍ କାହିଁକି। ସରକାରୀ ଦଳର ନେତାଙ୍କ ପାଖ ଲୋକ କହି ମାଫିଆ ମାନେ ବାଲି ଖଣି ଲୁଟ କରୁଥିବା ବେଳେ ହାତଗୁଞ୍ଜା ନେଇ ନିରବ ଅଛନ୍ତି ଅଫିସର।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS