BREAKING
Loading...
:

ଅନୁଗୋଳରୁ ବ୍ରହ୍ମପୁରକୁ ଚାଲାଣ ବେଳେ ୧୦ଟି ପିସ୍ତଲ, ଗୋଟିଏ ଅଟୋମେଟିକ କାର୍ବାଇନ୍ ଜବତ କଲା କମିଶନରେଟ୍ ପୁଲିସ୍।

 



ଅନୁଗୋଳରୁ ବ୍ରହ୍ମପୁରକୁ ଚାଲାଣ ବେଳେ ୧୦ଟି ପିସ୍ତଲ, ଗୋଟିଏ ଅଟୋମେଟିକ କାର୍ବାଇନ୍ ଜବତ କଲା କମିଶନରେଟ୍ ପୁଲିସ୍।

 ଜବତ ପିସ୍ତଲ ଗୁଡ଼ିକ ବିହାର ଏବଂ ଝାଡ଼ଖଣ୍ଡରୁ କିଣା ଯାଇଥିଲା।

 ବ୍ରହ୍ମପୁରର କେତେକ ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଥିଲା।

କାହାକୁ ବ୍ରହ୍ମପୁରରେ ବିକ୍ରି ହୋଇଥାନ୍ତା, ସେନେଇ ତଦନ୍ତ କରୁଛି ପୁଲିସ୍।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS