BREAKING
Loading...
:

କୋରାପୁଟ ରେ ୬୩ ତମ ଗୃହ ରକ୍ଷୀ ଦିବସ ପାଳିତ

 କୋରାପୁଟ ରେ ୬୩ ତମ ଗୃହ ରକ୍ଷୀ ଦିବସ ପାଳିତ l



କୋରାପୁଟ ଜିଲ୍ଲା ପୋଲିସ ତରଫରୁ ସ୍ଥାନୀୟ ପୋଲିସ ପଡିଆରେ 63 ତମ ଗୃହ ରକ୍ଷୀ ଦିବସ ପାଳିତ ହୋଇ ଯାଇଛି l କୋରାପୁଟ ଜିଲ୍ଲା ପୋଲିସ ଅlରକ୍ଷୀ ଅଧିକ୍ଷକ ରୋହିତ କୁମାର ବର୍ମା ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ୟାରେଡ ରେ ଅଭିଭାଦନ ଗ୍ରହଣ କରିଥିଲେ l ଓ ପରେ ମହାମହିମ ରାଷ୍ଟ୍ରପତି ମୂଖ୍ୟ ମନ୍ତ୍ରୀ ହୋମ ଗାର୍ଡ ଡିଜି ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଙ୍କ ଏହି ଦିବସ ଉପଲକ୍ଷେ ପଠା ଯାଇଥିବା ବାର୍ତ୍ତା କୁ ପଠନ କରିଥିଲେ l  ତତ୍ତ ସହିତ ଏହି ଦିବସ ର ମହତ୍ୱ ଉପରେ ଆଲୋକପାତ କରିବା ସହ ସମାଜ ସେବାରେ ସେମାନଙ୍କର ମହତ୍ତ୍ୱ ପୁର୍ଣ ଭୂମିକା କୁ ଅବତାରଣା କରିଥିଲେ l  କେବଳ ସେତିକି ନୁହଁ ସେ ନିର୍ବାଚନ କାଯ୍ୟ ହେଉ ବା ରଥ ଯାତ୍ରା ହେଉ ଏମାଙ୍କର ଭୂମିକା ଗରୁତ୍ବ ପୁର୍ଣ ବୋଲି ସେ କହିଥିଲେ lଏହି 63ତମ ଗୃହରକ୍ଷୀ  ଦିବସ ଉପଲକ୍ଷେ ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS