BREAKING
Loading...
:

ଚାଚା ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

 ଚାଚା ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା 



 ବ୍ରହ୍ମପୁର,

    ରଙ୍ଗଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିବା ୧୧ ଘଣ୍ଟା ସମୟରେ ମୁଖ୍ୟ ଅଥିତି ବ୍ଲକ ଶିକ୍ଷାଅଧିକାରୀ ଦେବେନ୍ଦ୍ର ବେହେରା ଙ୍କ ଦ୍ୱାରା ଉଦ୍ଘାଟନ  କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ, ସମ୍ମାନିତ ଅତିଥି ରୂପେ ଏ ବି ଓ /ବି ଆର ସି ସି  ଶ୍ରୀ ଜଗନ୍ନାଥ ଭୂୟାଁ, ଶ୍ରୀ ବିବେକାନନ୍ଦ ସାମନ୍ତରାୟ ସି ଆର ସି ସି ଫୁଲଟl,ମୁଖ୍ୟ ବକ୍ତା ଚାଚା ନେହେରୁ କ୍ଲଷ୍ଟର ସମ୍ବଳ ସଂଯୋଜକ ଶ୍ରୀ ବାଙ୍କ ପ୍ରଧାନ, ନିରୀକ୍ଷକ ଭାବେ ଶ୍ରୀ ପ୍ରିୟ ରାଜେଶ ଶବର ବିଜ୍ଞାନ ଶିକ୍ଷକ କେ ସି ଟାଉନ. ଉଚ୍ଚ  ବିଦ୍ୟାଳୟ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜୋଛନା ନାୟକ ସମସ୍ତ ମଞ୍ଚାସୀନ ଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ଦାଶ ଙ୍କ ସଂଯୋଜନାରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  25 ଗୋଟି ବିଜ୍ଞାନ ପ୍ରକଳ୍ପ  ପ୍ରଦର୍ଶନ କରାଯାଇଥିଲା l ନିରୀକ୍ଷକ ଭାବେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ଦେବଯlନୀ ଓ ପ୍ରିୟ ରାଜେଶ ଶବର ଅନୁଧ୍ୟାନ କରି ଫଳା ଫଳ ପ୍ରଦାନ କରିବା ସହ ୧ମ ଅରୁଷ କୁମାର ଦଳାଇ, ୨ୟ ଶ୍ରୀୟା ନାୟକ, 3ୟ ବୈଷ୍ଣବୀ ବେହେରା 

       

      ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିବା ସହ ଶେଷରେ ଶ୍ରୀ ସଚ୍ଚିଦାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS