BREAKING
Loading...
:

ଗଞ୍ଜାମରେ ଜୁଆ ଖେଳରେ ଗଡିଲା ମୁଣ୍ଡ

 *ଗଞ୍ଜାମରେ ଜୁଆ ଖେଳରେ ଗଡିଲା ମୁଣ୍ଡ*

 *ଦୀର୍ଘଦିନ ହେଲା ଚାଲିଥିଲା ହାଇପ୍ରୋଫାଇଲ ଜୁଆଖେଳ* 



ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆର୍. ଦାମୋଦରପଲ୍ଲୀରେ ଜୁଆ ଖେଳ କମିସନ ଟଙ୍କା ଭାଗବଣ୍ଟା କେନ୍ଦ୍ର କରି ସେହି ଗ୍ରାମର କାଳିଆ ରେଡିଙ୍କୁ ହତ୍ୟା ହୋଇଛି। ରେଡ୍ଡୀ ଦାମୋଦରପଲ୍ଲୀ ଗ୍ରାମରେ ଋଷିକୁଲ୍ୟା ନଦୀ ପଠା ରେ ଦୀର୍ଘ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା । କିଛି ଅପରାଧୀ ଓ ଦଲାଲ ଏହାକୁ ଚଳାଇଥିଲେ। ଗତକାଲି ରାତିରେ ଖେଳରୁ ବାହାରୁଥିବା ବିନା ଟଙ୍କାକୁ ଭାଗ ବଣ୍ଟାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହୋଇ କାଳିଆ ରେଡ୍ଡୀଙ୍କୁ ଅଭିଯୁକ୍ତ ଛୁରା ମାଡ଼ କରିଥିଲେ। ଆଜି MKCGରେ ତାଙ୍କର ମୃତ୍ୟୁ ହୋଇଛି। ଏତେବଡ଼ ଜୁଆଖେଳ ସମ୍ପର୍କରେ ପୁଲିସ ଜାଣିଥିଲା ନା ନାହିଁ ଏବେ ସନ୍ଦେହ ଉପୁଜିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS