ବ୍ରହ୍ମପୁରରେ_ବରିଷ୍ଠ_ଆଇନଜୀବୀଙ୍କୁ_ଗୁଳି_କରି_ହତ୍ୟା
ବ୍ରହ୍ମପୁରରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଉପରେ ଗୁଳିମାଡ଼। ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର।
-ଗୁଳିମାଡ଼ କଲେ ବାଇକ ଆରୋହୀ ଦୁର୍ବୃତ୍ତ।
-ବ୍ରହ୍ମନଗରରେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ।
-ରାତି ପ୍ରାୟ ୧୦ଟାରେ ବିଜେପି ନେତାଙ୍କୁ ଗୁଳିମାଡ଼।- ଗୁଳିମାଡର କାରଣ ଅସ୍ପଷ୍ଟ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق