BREAKING
Loading...
:

ଚାଚା ଗାଁ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ.

 ଚାଚା ଗାଁ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ.



ଲାଞ୍ଜିଗଡ଼,-:ଲାଞ୍ଜିଗଡ଼ ବ୍ଲକ ବିଜେପୁର କ୍ଲଷ୍ଟର ଚାଚା ଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଲୟ ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଜେପୁର କ୍ଲଷ୍ଟର ସିଆରସିସି ଶିବରାମ ପ୍ରଦାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଲାଞ୍ଜିଗଡ଼ ଏବିଇଓ ଭରତ ଭୂଷଣ ସାହୁ  ଯୋଗଦେଇ ଉପସ୍ଥିତ ବିଜେପୁର କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମାଁ କେ ନାମ ପେ ଏକ ପେଡ଼ ଓ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ତଥା ନିପୁଣ ସପ୍ତାହ, ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ବିଶେଷ ଭାବରେ ଦିଗଦର୍ଶନ ଦେଇଥିବାବେଳେ ପୂର୍ବତନ ସିଆରସିସି ଜଗଦିଶ ପୁଟା ଏହି ଅଞ୍ଚଳର ସାଂସ୍କୃତି ପ୍ରତି ଶିକ୍ଷକ ସମାଜ ନାକାରାତ୍ମକ ମନୋଭାବ ପୋଷଣ ନ କରିବାକୁ ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷକ ଦିବାକର ମଲ୍ଲିକ ଶିକ୍ଷକ ଙ୍କ କର୍ତଵ୍ୟ ସମ୍ପର୍କରେ ଆଲୋକପ କରିଥିଲେ l ସେହିପରି କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS