*ସ୍କୁଲ୍ ରେ ଛୁରାରେ ଆଉ ଜଣେ ଛାତ୍ରଙ୍କୁ ଛାତ୍ର, ଘଟଣା ଚାପି ଦେଲେ ପ୍ରଧାନ ଶିକ୍ଷୟତ୍ରୀ*
ଗଣ୍ଡଳା ଗଣେଶ ବିଦ୍ୟା ପୀଠ ରେ ଚାଲିଛି କଣ। ଛାତ୍ର କୁ ଛୁରାରେ ଭୂଷିଲେ ଆଉ ଜଣେ ଛାତ୍ର। ତାହା ବି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଆଗରେ। ଆଉ କଥାକୁ ପୁରା ଚାପି ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଯଦି ଟିକେ ଅସାବଧାନତା ହୋଇଥିଲେ ଜୀବନ ଯାଇଥାନ୍ତା। ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଆଗରେ ଭୁଶା ଭୁଷି ହେଉଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କେବଳ ଜଳକା ଭଳି ଦେଖିଥିଲେ। ଗୁରୁତର ଛାତ୍ରଙ୍କୁ ନେଇ ପ୍ରଥମେ ଗଣ୍ଡଳା ଓ ପରେ Mkcg ମେଡିକାଲ କୁ ନେଇଥିଲେ।ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ସହ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق