ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା
ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯ ଗଛ
ବିଭିନ୍ନ ଜିଲ୍ଲାରେ ଆଜି ଲାଗିଥିବା ଗଛ ସଂଖ୍ୟା –
ସୁନ୍ଦରଗଡ – ୧୪, ୨୧, ୬୧୮
କୋରାପୁଟ – ୧୧, ୦୧, ୬୨୪
କେନ୍ଦୁଝର – ୧୦, ୪୨, ୯୨୭
ମୟୂରଭଞ୍ଜ – ୯, ୧୭, ୬୫୯
କଳାହାଣ୍ଡି – ୭, ୬୭, ୫୧୦
କନ୍ଧମାଳ – ୭, ୧୯, ୨୭୨
ଗଞ୍ଜାମ – ୬, ୮୯, ୪୩୯
ଅନୁଗୁଳ – ୫, ୭୯, ୨୩୧
ନୂଆପଡା – ୫, ୭୨, ୪୦୭
ରାୟଗଡା – ୫, ୬୬, ୯୫୭
ବାଲେଶ୍ୱର – ୫, ୨୮, ୩୬୯
ସମ୍ୱଲପୁର – ୪, ୭୪, ୮୦୦
ବଲାଙ୍ଗୀର – ୪, ୪୪, ୨୨୦
ବୌଦ୍ଧ – ୪, ୧୧, ୪୧୯
ଗଜପତି – ୪, ୧୦, ୪୬୬
ନବରଙ୍ଗପୁର – ୩, ୫୯, ୯୬୫
ବରଗଡ଼ – ୩, ୪୬, ୨୫୯
ଜଗତସିଂହପୁର – ୩, ୩୭, ୫୩୭
ଯାଜପୁର – ୩, ୩୪, ୩୫୫
କଟକ – ୩, ୩୧, ୮୯୭
ସୁବର୍ଣ୍ଣପୁର – ୩, ୩୦, ୨୬୯
ଖୋର୍ଦ୍ଧା – ୩, ୨୨, ୧୯୪
ଢେଙ୍କାନାଳ – ୩, ୧୪, ୪୯୧
ପୁରୀ – ୩, ୦୯, ୮୮୯
ଝାରସୁଗୁଡ଼ା – ୨, ୮୮, ୨୦୯
କେନ୍ଦ୍ରାପଡା – ୨, ୭୩, ୭୪୯
ଭଦ୍ରକ – ୧, ୯୭, ୬୪୨
ନୟାଗଡ – ୧, ୯୨, ୬୧୫
ମାଲକାନଗିରି – ୧, ୯୨, ୪୬୫
ଦେବଗଡ – ୧, ୩୧, ୮୮୫
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق