କଳାପଥର ଦମକଳ କେନ୍ଦ୍ର ଏବଂ ବୈଦ୍ୟେଶ୍ୱର ବନ ବିଭାଗ ପକ୍ଷରୁ ଏକ୍ ପେଡ୍ ମା’କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଙ୍କୀ,(ମାନସ ରଞ୍ଜନ ସାହୁ )ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ୭୫ତମ ଜନ୍ମ ଜୟନ୍ତୀ ଅବସରରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ୍ ପେଡ୍ ମା’କେ ନାମ୍ କାର୍ଯ୍ୟକ୍ରମ ଅନୁଯାୟୀ ବୃକ୍ଷରୋପଣ କରାଯାଇଛି । ଫାୟାର ଅଧିକାରୀ ନରେନ୍ଦ୍ର ମହାନ୍ତିଙ୍କ ଅଧିକାରୀ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛେସେବୀମାନେ ଯୋଗଦାନ କରି କଲେଜ ପରିସରରେ ବେଲ, ନିମ୍ବ, ଅଶୋକ,ଭାରତର ପ୍ରଧାନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଆହ୍ୱାନ କ୍ରମେ "ଏକ ପେଡ ମା କେ ନାମ " ଅଭିଯାନ ଅଧୀନରେ ସାରା ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ ହେଉଅଛି l
ଏହି ଅବସରରେ ବୈଦେଶ୍ଵର ବନ ବିଭାଗର ବନପାଳ ଶ୍ରୀଯୁକ୍ତ ଗଦାଧର ବିଶ୍ଵାଳଙ୍କ ସଂଯୋଜନାରେ ବୈଦେଶ୍ଵର ଦିଶା ମିନି ଷ୍ଟାଡିୟମ ରେ ସମୂହ ବୃକ୍ଷରୋପଣ ଅନୁଷ୍ଠିତ ହୋଇଅଛି l ଏହି କାଯ୍ୟକ୍ରମକୁ ବୈଦେଶ୍ଵର ସରପଞ୍ଚ ଶ୍ରୀଯୁକ୍ତ ସୁରଞ୍ଜନ ପଣ୍ଡା ଶୁଭାରମ୍ଭ କରିଥିଲେ l ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମାଧ୍ୟ୍ୟରେ କଟକ ଜିଲ୍ଲା ପରିଷଦ ୩୪ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀଯୁକ୍ତ ଜୟକୃଷ୍ଣ ସାହୁ, ବିଶିଷ୍ଟ କବି, ସାହିତ୍ୟିକ ଶ୍ରୀଯୁକ୍ତ ରବିନାରାୟଣ ମଙ୍ଗରାଜ, ନାଟେରୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା, ଦିଶା କମିଟିର ସଭ୍ୟ ଶ୍ରୀଯୁକ୍ତ ନାରାୟଣ ଖଟୁଆଙ୍କ ସମେତ କମିଟି ର ଅନ୍ୟାନ୍ୟ ସଭ୍ୟ, ବନବିଭାଗ ର ଫରେଷ୍ଟର ଗଦାଧର ବିଶ୍ଵାଳ, ବନରକ୍ଷୀ ସୁଶ୍ରୀ ଶର୍ମିଷ୍ଠା ନନ୍ଦ, ମଞ୍ଜୁଲତା ବେହେରା ଏବଂ ବୈଦେଶ୍ଵର IIC ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନାଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ ।
ମଣିଭଦ୍ରା ଖବର, ବାଙ୍କୀ



إرسال تعليق