ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି। ବିନା ଅନୁମତିରେ ଖୋଲିଥିବା ଘରୋଇ ସ୍କୁଲଗୁଡିକ ଉପରେ ହେବ ଆକ୍ସନ। RTE ଆକ୍ଟ ଅନୁଯାୟୀ ଯେଉଁ ଘରୋଇ ସ୍କୁଲ ବିନା ଅନୁମତିରେ ଚଳାଉଥିବେ କିମ୍ବା ନବୀକରଣ କରିନଥିବେ ତାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହେବ। ତେଣୁ ନିଜ ସ୍କୁଲ ବିଷୟରେ ସମସ୍ତ ତଥ୍ୟ ଜଣାଇବା ପାଇଁ ଚିଠି କରିଛି ନିର୍ଦ୍ଦେଶାଳୟ। ୧୫ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


إرسال تعليق