ଅବକାରୀ ବିଭାଗ ଓ ଜିଲ୍ଲା ମୋବାଇଲ
ୟୁନିଟ ଵିଭାଗ ଚଢାଉ କରି ବିପ୍ର ପରିମାଣ ଦେଶି ଓ ଵିଦେଶି ମଦ ଜବତ ।
ଗଜପତି(ମନୋଜ ପାଢୀ) ଆଜି ଆର .ଉଦୟଗିରି ଅବକାରୀ ବିଭାଗ ଓ ଜିଲ୍ଲା ମୋବାଇଲ ୟୁନିଟ ଗଜପତି ପକ୍ଷ ରୁ ମହେନ୍ଦ୍ରଗଡ, ଖଜୁରୀ ପଦା, ବଡପଦା ଅଞ୍ଚଳ କୁ ଚଢ଼ାଉ କରି ମୋଟ 7 ଗୋଟି କେଶ କରାଯାଇଛି ଏବଂ ମୋଟ Duplicate FL-7.380 ଲିଟର, IMFL- 17.100ଲିଟର Beer -11.500ଲିଟର ଏବଂ 60 ଲିଟର ବେଆଇନ ମହୁଲି ମଦ ବାରମତ କରା ଯାଇଛି। ମୋଟ 7 ଟି claim କେସ କରାଯାଇଛି । ମୋଟ 7 ଜଣ ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି ଏହି ଚଢ଼ାଉ ରେ ଅଧିକ୍ଷକ ଶ୍ରୀ,ପ୍ରଦୀପ ସାହୁ, ନିରୀକ୍ଷକ ଶ୍ରୀ ମନୁ ଆୟାଲ, O. I. C R. Udayagiri ଏନ. ତ୍ରିପତି ରାଓ ,A. S. I ଶ୍ରୀ ଅଂଜନ ଜେନା,ଶ୍ରୀମତୀ ମିନତୀ ପାଇକ, ବିଜୟା ନନ୍ଦ ବେହେରା ଏବଂ ଷ୍ଟାଫ ଆଦି ସାମିଲ ଥିଲେ l
ମଣିଭଦ୍ରା ଖବର, ଗଜପତି
Post a Comment