ଭିଜିଲାନ୍ସ ପଞ୍ଝାରେ ପ୍ରାଥମିକ ସମବାୟ ସମିତି ସମ୍ପାଦକ ଧୀରେନ୍ଦ୍ର ମହାନ୍ତି
କେନ୍ଦ୍ରାପଡ଼ା, -
ଋଣ କରାଇ ଦେବା ଲାଗି ମହୁ ଗାଁର ବିରେନ୍ଦ୍ର ନାଥଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ମହୁ ପ୍ରାଥମିକ ସମବାୟ ସମିତି ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଗିରଫ ପରେ ସମ୍ପାଦକଙ୍କ ପୈତୃକ ଘର ସମେତ ସମବାୟ ସମିତି ରେ ଚଢ଼ାଉ ଜାରି ରହିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment