ଲଗାଣ ବର୍ଷା ଜଗୁ ରାସ୍ତା ମଝିରେ ଗଛ ପଡ଼ିଲା
ଯିବା ଆସିବାରେ ଦେବଦଳା ଗ୍ରାମ ବାସି ହନ୍ତସନ୍ତ।
ଗଜପତି (ମନୋଜ ପାଢୀ)
ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତ ଦେବଦଳା ଗ୍ରାମରେ ଲଗାନ ବର୍ଷା ରେ ବ୍ରିଜ ପାଖରେ ଥିବା ଏକ ଗଛଟି ବର୍ଷା ପବନରେ ରାସ୍ତା ମଝିରେ ଗଛଟି ପଡିଯାଇଛି ଗ୍ରାମ ବାସୀଙ୍କୁ ଅନେକ ପ୍ରକାର ସମସ୍ୟା ର ସମୁଖୀନ କରିବାକୁ ପଡ଼ିଲା କାରଣ ସେହି ବର୍ଷା ସମୟରେ ବିଜୁଳି ମାରୁଥିଲା ଲୋକମାନେ ହନ୍ତସନ୍ତ ହୋଇ ନିଜ ନୁଜ ଘରକୁ ଯିବାକୁ ଚେଷ୍ଟା କରିଲେ କିନ୍ତୁ ରାସ୍ତା ମଝିରେ ଗଛଟୀ ପଡ଼ିଥିବାରୁ ଯିବା ଆସିବାରେ ବାଧାସୃଷ୍ଟି ହେଲା ତୁରନ୍ତ କେତେକ ଯୁବକ ପଞ୍ଚାୟତ ସରପଞ୍ଚ କେ. ତେଜା କୁ ସୂଚନା ଦେଲେ ଏବଂ ଗ୍ରାମର କେତେକ ଯୁବକ ମାନେ ଆସି ରାସ୍ତାରୁ ସେହି ଗଛ କୁ ସୋଫା କରିଲେ ଗଛ କୁ କାଟି କୀ ରାସ୍ତା କଡ଼ରେ ରକିଲେ ଏବଂ ରାସ୍ତା ରେ ଯିବା ଆସିବା ସୁବିଧା କରିଲେ ଯୁବକ ମାନେ ହେଲେ ବିଜୟୀ ଲିମା, ହେମନ୍ତ ମିଶାଲ, ପ୍ରଣୟ ମିଶାଲ, ଭୀମ ମାଛ, ମୁକୁନ୍ଦ, ଦିଲୀପ, ରାହୁଲ, ଅଶୋକ, ରିଙ୍କୁ ଉପସ୍ଥିତ ରହି ରାସ୍ତା ସଫା କରିଥିଲେ ।
ମଣିଭଦ୍ରା ଖବର, ଗଜପତି
Post a Comment