BREAKING
Loading...
:

ଭିଜିଲାନ୍ସ_ଜାଲରେ_ବରିଷ୍ଠ_କିରାଣି

 




*ଭିଜିଲାନ୍ସ_ଜାଲରେ_ବରିଷ୍ଠ_କିରାଣି*

*ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ CDMO କାର୍ଯ୍ୟାଳୟର କିରାଣି, ପିଅନ*

*CDMO କାର୍ଯ୍ୟାଳୟର କିରାଣି ଜଗଦୀଶ ପଟ୍ଟନାୟକ, ପିଅନ ନିରଞ୍ଜନ ନାୟକ*

*୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍*

*ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ ଲାଞ୍ଚ ନେଉଥିଲେ*

*କିରାଣି ଜଗଦୀଶ ପଟ୍ଟନାୟକଙ୍କ ଅଫିସ୍‌ ଓ ଘରେ ଭିଜିଲାନ୍ସ ରେଡ୍*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS