BREAKING
Loading...
:

ବଙ୍ଗୋପସାଗରରେ_ ଆସୁଛି_ ଆଉ_ ଏକ_ ଲଘୁଚାପ*

 *ବଙ୍ଗୋପସାଗରରେ_ ଆସୁଛି_ ଆଉ_ ଏକ_ ଲଘୁଚାପ*



*୧୮ କିମ୍ବା ୧୯ ଅଗଷ୍ଟ ବେଳକୁ ପୁଣି ଲଘୁଚାପ ସମ୍ଭାବନା*

*ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହେବ ବର୍ଷା*

*ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ାରେ ହେବ ବର୍ଷା*

*ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡିରେ ବର୍ଷା ସମ୍ଭାବନା*


*୧୮_୧୯ରେ_ଅତିପ୍ରବଳ ବର୍ଷା !*

*-ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା*

*-୧୮ ଓ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ*

*-୧୮ରେ ମାଲକାନଗିରି, କୋରାପୁଟ; ୧୯ରେ କୋରାପୁଟ ଓ କଳାହାଣ୍ଡିକୁ ୱାର୍ଣ୍ଣିଂ*

*-୧୮ରୁ ୨୦ ତାରିଖ ଯାଏଁ ସମୁଦ୍ର ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS