ବ୍ରହ୍ମପୁର, ନିମଖଣ୍ଡି ଥାନା ଅଞ୍ଚଳରେ ହତ୍ୟା....
*ଦୁର୍ବୁତ୍ତଙ୍କ ଆକ୍ରମଣରେ ମା ମୃତ; ଝିଅ ଗୁରୁତର*
ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ସ୍ଥିତ ଶ୍ରୀମା ନଗର ଦ୍ୱିତୀୟ ଲାଇନରେ ମା ଓ ଝିଅକୁ ଖଣ୍ଡାରେ ଆକ୍ରମଣ । ଆକ୍ରମଣରେ ମାଆ ମୃତ ଝିଅ ଗୁରୁତର । ମୃତ ମାଆ ଜଣକ ହେଲେ ଗାଯାତ୍ରୀ ସ୍ୱାଇଁ । ଗୁରୁତର ଝିଅ ନିଲମ ସ୍ୱାଇଁ(୧୧)ଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق