ନିଶାମୁକ୍ତ ଭାରତ ଗଠନ ଅଭିଯାନ ପାଇଁ ଶପଥ ପାଠ.
ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ଥାନା ପକ୍ଷରୁ ନିଶାମୁକ୍ତ ଭାରତ ଗଠନ ଅଭିଯାନ ପାଇଁ ଶପଥ ପାଠ ଉତ୍ସବ ଥାନା ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା.. ଥାନା ଅଧିକାରୀ ମମତା ବିଶ୍ୱାଳ ଙ୍କ ଦ୍ୱାରା ଆୟୋଜିତ ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ଥାନା ସେକେଣ୍ଡ ଅଫିସର କୃଷ୍ଣ ଚନ୍ଦ୍ର ପୃଷ୍ଟି ଯୋଗଦେଇଥିବା ଯୁବକ ମାନଙ୍କୁ ଶପଥ ପାଠ କରାଇଥିଲେ. କାର୍ଯ୍ୟକ୍ରମରେ ଥାନା ର ସମସ୍ତ କର୍ମଚାରୀ ଗୃହ ରଖି ସମେତ ୧୦୦ ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ..
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق