*#ଗୋହତ୍ୟା ବନ୍ଦ ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ*
ରାଜ୍ୟରେ ଗୋହତ୍ୟା ବନ୍ଦ ପାଇଁ କଡ଼ା ପଦକ୍ଷେପ ନିଅ। ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୋହତ୍ୟା ବନ୍ଦ ପାଇଁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋହତ୍ୟା ନିରୋଧ ଆଇନ ୧୯୬୦ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗୋଜ୍ଞାନ ଅନୁଷ୍ଠାନ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। କଟକରେ କିଛି ଘଟଣାକୁ ଦର୍ଶାଇଥିଲେ ଆବେଦନକାରୀ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment