BREAKING
Loading...
:

ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁ ରୁ ବିଲୁଆକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ।

 ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁ ରୁ ବିଲୁଆକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ।



ଗଜପତି(ମନୋଜ ପାଢୀ) 

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁ ରୁ ବିଲୁଆକୁ ଉଦ୍ଧାର ହୋଇଥିବା ସୂଚନା ରହିଛି। ସୂଚନା ପ୍ରକାରେ ଉକ୍ତ ପରିତ୍ୟକ୍ତ କୁଆଁ ରେ ବିଲୁଆ ଟି କୌଣସି ପ୍ରକାରେ ଗଳି ପଡ଼ିଥିଲା। କିଛି ଯୁବକ ଏହା ଦେଖି ରାୟଗଡ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିବା ବେଳେ ରାୟଗଡ ଅଗ୍ନିଶମ ବିଭାଗ ର ଯବାନ ମାନେ ବହୁ ପରିଶ୍ରମ ପରେ ବିଲୁଆ ଟିକୁ କୁଆଁ ରୁ ଉଦ୍ଧାର କରିଥିଲେ। ପରେ ନିକଟ ଏକ ଜଙ୍ଗଲରେ ଛାଡି ଦେଇଥିବା ଆଜି ଅପରାହ୍ନ ତିନିଟା ବେଳେ ସୂଚନା ପ୍ରଦାନ କରିଛନ୍ତି।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS