BREAKING
Loading...
:

ସ୍କୁଲରେ ସୁରକ୍ଷା ଉପରେ ଗଣଶିକ୍ଷା ବିଭାଗର ଗୁରୁତ୍ଵ

 



-ବାଲେଶ୍ୱର ଘଟଣା ପରେ ଚେତିଲେ ସରକାର 

-ସ୍କୁଲରେ ସୁରକ୍ଷା ଉପରେ ଗଣଶିକ୍ଷା ବିଭାଗର ଗୁରୁତ୍ଵ 

-ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର

-ମହିଳାଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର- ୧୮୧

-ଶିଶୁଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର- ୧୦୯୮ 

-୧୧୨ କୁ କଲ କରି ପୁଲିସକୁ ଯୋଗାଯୋଗ କରିପାରିବେ 

-ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୧୮୦୦୩୪୫୭୬୨୨ ନମ୍ବର ଜାରି

-ସ୍କୁଲରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି

Post a Comment

Previous Post Next Post
Header ADS