BREAKING
Loading...
:

ଗିରି ହନୁମାନଙ୍କ ପିଠରେ ପଣା ସଂକ୍ରାନ୍ତିରେ ବିଶ୍ଵଶାନ୍ତି ଯଜ୍ଞର ପ୍ରସ୍ତୁତି ବୈଠକ

 ଗିରି ହନୁମାନଙ୍କ ପିଠରେ ପଣା ସଂକ୍ରାନ୍ତିରେ ବିଶ୍ଵଶାନ୍ତି ଯଜ୍ଞର ପ୍ରସ୍ତୁତି ବୈଠକ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହରର ପ୍ରଭୁ ଶ୍ରୀ ଗିରି ହନୁମାନ ପିଠରେ ପଣା ସଙ୍କ୍ରାନ୍ତୀ ବିଶ୍ଵଶାନ୍ତି ଯଜ୍ଞର ଆୟୋଜନ ନିମନ୍ତେ ପୁଜା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଦୀର୍ଘ ବର୍ଷ ଧରି ପଣା ସଙ୍କ୍ରାନ୍ତୀ ବିଶ୍ଵଶାନ୍ତି ଯଜ୍ଞର ଆରମ୍ଭ ଆସନ୍ତା ୧୨ ତାରିଖରୁ ୩ ଦିନ ବ୍ୟାପୀ ୨୬ ତମ ପଞ୍ଚ କୁଣ୍ଡିୟ ବିଶ୍ଵ ମହାଜଜ୍ଞ ହେବା କୁ ଯାଉଥିବାରୁ,ଏପ୍ରରିପେକ୍ଷୀରେ ଚଳିତବର୍ଷ ଭକ୍ତଙ୍କ ସମାଗମ କୁ ଦୃଷ୍ଟି ରେ ରଖି ଗିରି ହନୁମାନ ପିଠ ରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ଏହି ଉତ୍ସବ ରେ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଅଧିକ ରୃଅଧିକ ଭକ୍ତମାନଙ୍କ ସମାଗମ ହେବା ନିମନ୍ତେ ଜଳ ବ୍ୟବସ୍ଥା କରାଯାଇଛି । ଆସନ୍ତା ଶନିବାର ଦିନ କୁସୁମୀ ନଦୀ ଘାଟ ରୁ କଳସ ଟିକୁ ନୀତି କାନ୍ତି ସମ୍ପର୍ନ୍ନ ପରେ ଶୋଭା ଯାତ୍ରା

ସହ ରବିବାର ସଂନ୍ଧ୍ୟାରେ ଭଜନ ପରିବେଷଣ ଆୟୋଜନ କରାଯାଇଅଛି  ବୋଲି କାର୍ଯ୍ୟକ୍ରମ ର କ୍ରମ କର୍ତ୍ତା ଙ୍କ ଠାରୁ ପ୍ରକାଶ ପାଇଛି। ସୋମବାର ଅପରାହ୍ନ ରେ ପଞ୍ଚ କୁଣ୍ଡ ବିଶ୍ଵ ଶାନ୍ତି ମହାଯଜ୍ଞ ର ସତ  ପୃର୍ଣ୍ଣାହୁତି ସହ ପଣା ଅନ୍ନଭୋଗ ବ୍ୟବସ୍ଥା କୁ ସୂଚାରୁରୂପେ କାର୍ଯ୍ୟ କରାଯିବ ବୋଲି କାର୍ଯ୍ୟକ୍ରମ ର ମୂଖ୍ୟ ପରିଚାଳକ ଙ୍କ ଠାରୁ ପ୍ରକାଶ ପାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS