BREAKING
Loading...
:

ଖଣ୍ଡପଡ଼ାରେ ଝାମୁ ଯାତ୍ରା

 ଖଣ୍ଡପଡ଼ାରେ ଝାମୁ ଯାତ୍ରା 



ଖଣ୍ଡପଡ଼ା ସହର ୫ ନମ୍ବର ୱାର୍ଡ ସ୍ଥିତ ମାଁ ମଙ୍ଗଳାଙ୍କ ପୀଠରେ ଚୈତ୍ର ପୃର୍ଣ୍ଣମୀ ଅବସରରେ ଶନିବାର ମଧ୍ୟାହ୍ନରେ ସ୍ଥାନିୟ ୫ ନମ୍ବର ୱାର୍ଡର ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ମୂଖ୍ୟ ପୁଜାରୀ ରମାକାନ୍ତ ମହାନ୍ତି ଙ୍କ ତତ୍ବାବଧାନରେ ମାଁ ଙ୍କ ପିଠିରେ ପୁଜା ର୍ଜନା କରି ମନ୍ଦିର ନିତି କାନ୍ତି ସମ୍ପର୍ନ୍ନ ପରେ ଝାମୁ ଚଲାପର୍ବ ର ଆୟୋଜନ କରାଯାଉଥିଲା। ମନ୍ଦିର ମୂଖ୍ୟ ପୁଜାରୀ ପ୍ରଥମ କରି ଠାକୁରାଣୀଙ୍କ ଆଜ୍ଞାମାଳ ନେଇ ଝାମୁ ଚଲାପର୍ବ ଆରମ୍ଭ କରିଥିଲେ  । ୩୦ ରୁ ୩୫ ଜଣ ମାନସିକ ବ୍ରତ ଧାରୀ ଭକ୍ତମାନଙ୍କୁ ମାଁ ଙ୍କ ଆଶ୍ରୀ ବାଦ ରେ ସମସ୍ତ ଭକ୍ତଙ୍କୁ ଝାମୁ ଚଲାପର୍ବ ରେ ଯୋଗଦାନ ଦେଇ ଝାମୁ ଚାଲିଥିଲେ। ମାଁ ଙ୍କ ଏହି ଉତ୍ସବ ୬ ବର୍ଷ ଧରି ପଣା ସଙ୍କ୍ରାନ୍ତୀ ର ପୂର୍ବ ଶନିବାର ଦିନ ଅନୁଷ୍ଠିତ ହୋଇଆସୁଛି ଏହି ଉତ୍ସବ ରେ ଖଣ୍ଡପଡ଼ା ର ଵହୁ ଭକ୍ତମାନଙ୍କ ସମାଗମ ହୋଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS