BREAKING
Loading...
:

ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ହେବ ସାର୍ବଜନୀନ...

 *ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ହେବ ସାର୍ବଜନୀନ...*

*-30 ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନେଲେ ନିଷ୍ପତ୍ତି*

*-ସୁପ୍ରିମକୋର୍ଟ ୱେବସାଇଟ୍‌ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ଉଲ୍ଲେଖ ରହିବ*

*-ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି ମଧ୍ୟ କୋର୍ଟ ୱେବସାଇଟ୍‌ରେ ରହିବ* 

*-ଏ ନେଇ ଗତ 1ରେ ଫୁଲ୍‌ କୋର୍ଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ସୂଚନା*

*-ପୂର୍ବରୁ ବିଚାରପତିଙ୍କ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିଲା*

*-ବର୍ତ୍ତମାନ ସମସ୍ତଙ୍କର ସମ୍ପତ୍ତି କୋର୍ଟ ୱେବସାଇଟ୍‌ରେ ସ୍ଥାନ ପାଇବ*

*-ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଚର୍ଚ୍ଚା ପରେ ବଡ଼ ନିଷ୍ପତ୍ତି

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS