*ନବୀନ ନିବାସ ରେ ପାଣ୍ଡିଆନ "ଗୋ ବ୍ୟକ୍ ନାରା*
ଭୁବନେଶ୍ଵର (ମଣିଭଦ୍ରା ଖବର) ଯାହା କେବେ ବିଜେଡି ଇତିହାସରେ ହୋଇ ନଥିଲା ଆଜି ଘଟିଛି। ଯେଉଁ କର୍ମୀ ଦିନେ ତାଙ୍କୁ ବିଜେଡିର ଚାଣକ୍ୟ ବୋଲି କହି ପଦ ପ୍ରକ୍ଷାଳନ କରୁଥିଲେ ତାଙ୍କ ବିରୁଦ୍ଧରେ ସ୍ୱର ସଜାଡିଛନ୍ତି। ଆଜି ଦଳ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ତାହାର କେନ୍ଦ୍ର ବିନ୍ଦୁରେ ସେ ବୋଲି ଅଭିଯୋଗ କରି ନବୀନ ନିବାସ ଘେରଉ କରିଛନ୍ତି ବିଜେଡିର ତୃଣମୂଳ କର୍ମୀ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment