BREAKING
Loading...
:

ଗୋପ ବ୍ଲକ ରେ ଭତ୍ତା ପ୍ରଦାନ କ୍ଷେତ୍ରରେ ଅନିୟମିତତା ଅଭିଯୋଗ

 ଗୋପ ବ୍ଲକ ରେ ଭତ୍ତା ପ୍ରଦାନ କ୍ଷେତ୍ରରେ ଅନିୟମିତତା ଅଭିଯୋଗ 




ନିମାପଡା (ମଣିଭଦ୍ରା ଖବର) ପୁରୀ ଜିଲ୍ଲାର ଦୁର୍ନୀତି ଗ୍ରସ୍ତ ବ୍ଲକ ଟି ହେଉଛି ଗୋପ ବ୍ଲକ ଏଠାରେ ଅଧିକାରୀଙ୍କ ସଂଖ୍ୟା ଠାରୁ ଅଧିକାରିଣୀ ଙ୍କ ସଂଖ୍ୟା ଅଧିକ ହେତୁ ଅଧିକାଂଶ ସମୟରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ଉକ୍ତ ବ୍ଲକ ର ଯେକୌଣସି ବିଭାଗ କୁ ଗଲେ କେବଳ ଅଧିକାରୀଙ୍କୁ ହିଁ ଦେଖିବାକୁ ମିଳିବ l ସେଥିମଧ୍ୟରୁ ଅଧିକାଂଶ ବିଭାଗୀୟ ଅଧିକାରିଣୀମାନେ ଅନଭିଜ୍ଞ ହେତୁ କାର୍ଯ୍ୟ ରେ ଅହେତୁକ ବିଳମ୍ବ ଦେଖିବାକୁ ମିଳୁଛି l ସେମିତି ଏକ ବିଭାଗ ରହିଛି ଯାହାର ମୁଖ୍ୟ ଜଣେ ଅଧିକାରିଣୀ ସେ ଭତ୍ତା ପ୍ରଦାନ କରିଥାନ୍ତି l ତାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ସତ୍ତ୍ୱେ ତାଙ୍କ ବ୍ୟବହାର ରେ କୌଣସି ପରିବର୍ତ୍ତନ ହେଉନାହିଁ l ସ୍ଥାନୀୟ ଗଣମାଧ୍ୟମ ର ପ୍ରତିନିଧି ଫୋନ ଯୋଗେ ଏକ ଭତ୍ତା ସଂକ୍ରାନ୍ତ ରେ କଥା ହେବାପାଇଁ ଫୋନ କରିଥିବା କୁ ଚେଷ୍ଟ କରିଥିଲେ କିନ୍ତୁ ମୋର କିଛି କାମ ନାହିଁ କୀ ତୁମ ଫୋନ ରିସିଭ କରିବି କହି ଫୋନ କାଟିଦେଲେ l ଠିକ ସେହିପରି ଗୋପ ବ୍ଲକ ର ଜଣେ ଜଣାଶୁଣା  ଟ୍ୱଇଟର  ଆକ୍ଟିଭିଷ୍ଠି ତଥା ସୂଚନା ଅଧିକାରୀ କର୍ମୀ ସନ୍ତୋଷ କୁମାର ନାୟକ ଭତ୍ତା ସଂକ୍ରାନ୍ତରେ ଏକାଧିକ ବ୍ୟକ୍ତି ଙ୍କ ସମସ୍ୟାର ସମାଧାନ ପାଇଁ ଫୋନ ଓ ଟ୍ୱଇଟର ମଧ୍ୟରେ ଅବଗତ ପରେ ବି କୌଣସି ସୁଫଳ ମିଳୁନାହିଁ l ସେତେଯେମିତି ସିଏ  ବ୍ରହ୍ମlସ୍ତ୍ର ର ବରଧାନ ପାଇଛନ୍ତି ସେଥିପାଇଁ  କାହାକୁ ହେୟାର ରେ କ୍ୟାୟାର କରୁନାହାନ୍ତି l  ନିଜକୁ ବଡ଼ ପ୍ରଭାବଶାଳୀ ଅଧିକାରିଣୀ ବୋଲି ବିବେଚନା କରନ୍ତି l ସିଏ ଆଉ କେହିନୁହନ୍ତି ସିଏ ହେଉଛନ୍ତି ଗୋପ ବ୍ଲକ୍ ଭତ୍ତା ପ୍ରଦାନକାରିଣୀ ଵା ବି ଏସ ଏସ ଓ ମମତା ଜେନା l ଗୋପ ବ୍ଲକ ଅଧିନସ୍ତ  ଅଣ୍ଢରା ଇଚ୍ଛାପୁର ଜିପିର ପୋଇତରା ଗ୍ରାମର ଦିଵ୍ୟାଙ୍ଗ ଵ୍ୟକ୍ତି ଙ୍କର ଭତ୍ତା ବ୍ୟାଙ୍କ୍ ଖାତା କୁ ଜିଵାକୁ ନେଇ ମମତା ଜେନା ଙ୍କ ମୋବାଇଲରେ ଥିବା ହୋଟସପ ନମ୍ବର  କୁ ପଠେଇ ଅବଗତ କରିଥିଲେ  ସମସ୍ୟା ସମାଧାନ ଦିଗରେ ଉତ୍ତର କୌଣସି ରଖୁନାହାନ୍ତି l ଆଉ ଫୋନ କଲେ  ରିସିଭ୍ କରୁନାହାନ୍ତି । ସେଥିପାଇଁ ସନ୍ତୋଷ ନାୟକ ମମତା ଜେନା ଙ୍କ ନାମରେ ଟ୍ୱଇଟ  କରି ଗୋପ ସାମ୍ବାଦିକ ସଂଘରେ ସେୟାର କରିଥିଲି । ହଠାତ୍ ସାମ୍ବାଦିକ ସଂଘ ରୁ  ସିଏ ଲେଫ୍ଟ ହୋଇଯିବା ସହିତ ସନ୍ତୋଷ ନାୟକ ଙ୍କ ନମ୍ବର କୁ ୱାଟ୍ସଅପ କୁ  ଵ୍କକ କରିଦେଲେ । କାଲିଠାରୁ ଆଜି ପର୍ଯ୍ୟନ୍ତ ଟ୍ୱଇଟ  ଜାରି ରହିଥିଲା ।ଏ ସମ୍ପର୍କ ରେ  ସ୍ସେପଡ଼  ବିଭାଗ ଉତ୍ତର ଦେଇଛନ୍ତି ଏଵଂ ଗୋପ ଵିଡିଓ ଛବିରାଣୀ ସାହୁ ମଧ୍ୟ  ଉତ୍ତର ରଖି ଛନ୍ତି। ଗୋପ ବ୍ଲକ୍ ଅଣ୍ଢରା ଇଚ୍ଛାପୁର ଜିପିର ଵେଣିପୁର ଗ୍ରାମର ଗୁଣନିଧି ମୁଦୁଲି ଙ୍କର ଆଧାର ନମ୍ବର ୬୧୬୩୨୪୪୬୮୮୬୨ ଜନ୍ମ ତାରିଖ ୧/୧/୧୯୬୪ ଗୁଣନିଧି ମୁଦୁଲି ଙ୍କର ଭତ୍ତା ଆବେଦନ ପତ୍ରଟି ଦୀର୍ଘ ୮ ମାସ  ହେଵ ବି ଏସ ଏସ ଓ ମାମାତା ଜେନା  ଙ୍କ ପାଖରେ ରହିଥିଲା ବାରମ୍ବାର ଟ୍ୱଇଟ  କରି ଅବଗତ କରାଯାଉଛି l ଏବେ ୮ ଦିନ ହେବ ଉପ ଜିଲ୍ଲାପାଳ ଙ୍କ ପାଖକୁ ଯାଇଛି । ଏଭଳି ଅନେକ ଅଭିଯୋଗକାରୀ ଗୋପ ବ୍ଲକ ବିଡ଼ିଓ ଙ୍କୁ ସୂଚିତ କଲାପରେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ l ଏହାର ତୁରନ୍ତ ସମାଧାନ କରିବା କୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦୁଷ୍ଟି ଦେବାକୁ ଦାବୀ କରିଛନ୍ତି l

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS