BREAKING
Loading...
:

ନରସିଂହପୁର ପୂର୍ଵ ରେଞ୍ଜରେ ପୁଣି ଦନ୍ତା ହାତୀ ମୃତ୍ୟୁ

  ନରସିଂହପୁର ପୂର୍ଵ ରେଞ୍ଜରେ ପୁଣି ଦନ୍ତା ହାତୀ ମୃତ୍ୟୁ

କଟକ (ମାନସ କୁମାର ସାହୁ) ନରସିଂହପୁର ପୂର୍ଵ ବନବିଭାଗ ଅଧିନ ନୂଆଗଡ ସେକ୍ସନ ର ଚତୁରାପଦା ବିଟ୍ କମ୍ପାଟମେଣ୍ଟ ୪ରେ ଏକ ୫ ବର୍ଷର ଦନ୍ତା ହାତୀ ର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ହାତୀ ଟି କେଉଁ କାରଣରୁ ମୃତୁବରଣ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିବା ଏସିଏଫ ମନୋଜ ପାତ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଗତକିଛିଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ତାର ଶବ ବ୍ୟବଚ୍ଛେଦ କରାଯାଇଛି।।

ମଣିଭଦ୍ରା ଖବର, କଟକ 

Post a Comment

أحدث أقدم
Header ADS