BREAKING
Loading...
:

ବାଇକ୍ ରେ ଦେଶି ମଦ ଚୋରା ଚାଲାଣ ରେ ୨ ଜଣ ଗିରଫ,ମଦ ଜବତ

 ବାଇକ୍ ରେ ଦେଶି ମଦ ଚୋରା ଚାଲାଣ ରେ ୨ ଜଣ ଗିରଫ,ମଦ ଜବତ 



ଖଣ୍ଡପଡ଼ା ୧୮,୨( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀ ପଡା ଛକରେ ଅବକାରୀ ବିଭାଗ ର କାର୍ଯ୍ୟ ନିର୍ବାହୀ ଅଫିସ୍ ର ମଙ୍ଗଳବାର ଦିନ ହଠାତ୍ ଚଢ଼ାଉ କରି ଥିଲେ। ସମ୍ପୃକ୍ତ ବେପାରୀ କୁ ଧରିବା ସହ ତାଠାରୁ ନାଲି ରଙ୍ଗର ଏକ ବାଇକ୍ ଯାବତ କରାଯାଇଛି। ଉକ୍ତ ବାଇକ୍ ଯୋଗେ ଙ୍କଈଥପଲ୍ଲୀ ଗ୍ରାମ ର କେଦାର ଭଞ୍ଜ ଓ ଆନନ୍ଦ ନିଶଙ୍କ ଦେଶି ମଦ ନେଇଯାଉଥିବା ବେଳେ ଅବକାରୀ ବିଭାଗ ହାଜତରେ ଧରାପଡ଼ିବା ଜଣାଯାଇଛି। ସେମାନଙ୍କ ଠାରୁ ୪୦ ଲିଟର ଦେଶି ମଦ ଧରା ହେଇଛି।ଚଢ଼ାଉ ଅଭିଯାନରେ ପ୍ରତୂଷ ରଞ୍ଜନ ଦେହୁରୀ ମୁଖ୍ୟ ଆସାମୀମାନଙ୍କୁ କୋଟି ଚାଲାଣ କରିଥିବା ପ୍ରକାଶ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS