BREAKING
Loading...
:

ଖଣ୍ଡପଡ଼ା ରୟତିଢୋଲମରା ସେବା ସମବାୟ ସମିତି ପକ୍ଷରୁ ଖାଉଟି ସାମଗ୍ରୀ ବଣ୍ଟନ ଆରମ୍ଭ

 ଖଣ୍ଡପଡ଼ା ରୟତିଢୋଲମରା  ସେବା ସମବାୟ ସମିତି ପକ୍ଷରୁ ଖାଉଟି ସାମଗ୍ରୀ ବଣ୍ଟନ ଆରମ୍ଭ।

ଖଣ୍ଡପଡ଼ା( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ରୟିତ୍ତି ଢୋଲ ମରା ସମବାୟ ସମିତି କାର୍ଯ୍ୟାଳୟ  ଖାଉଟି ବଣ୍ଟନ ର ଦାଇତ୍ୱ ନେଇଥିବା ସମ୍ପାଦକ ବିଭୁତି ଭୁଷଣ ବାରିକ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଖାଉଟି ସାମଗ୍ରୀ ବଣ୍ଟନ ଆରମ୍ଭ କରି ଥିଲେ। ସୁଚନା ଏହି କି ଗତ କିଛି ଦିନ ତଳେ ପ୍ରାସାସନ ତରଫରୁ ଏହି ଯୋଜନା ସେବା ସମବାୟ ସମିତି ସମ୍ପାଦକ ଙ୍କୁ ଦାଇତ୍ୱ ଦିଆଯାଇଥିଲା।ତେଣୁ ଉପଯୁକ୍ତ ହିତାଧିକାରୀଙ୍କୁ ଠିକ୍ ସମୟରେ ଶୁକ୍ରବାର ଦିନ ପ୍ରଦାନ କରିଥଲେ। ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ କଣ୍ଟାପଲ୍ଲା କୁ ବିଧିବଦ୍ଧ ଭାବେ ପୁଜା ର୍ଜନା ପରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS