BREAKING
Loading...
:

ଶୈବ ପୀଠ କୁ ରାସ୍ତା ନିର୍ମାଣ ଦାବି।

 ଶୈବ ପୀଠ କୁ ରାସ୍ତା ନିର୍ମାଣ ଦାବି।

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ଶିଖରପୁର ଓ ଜୋଗିଆପଲି ପଞ୍ଚାୟତ ର ମଧ୍ୟ ଭାଗରେ ଲକ୍ଷ୍ମୀ ପ୍ରସାଦ ମୈାଜା ରେ ଅବସ୍ଥିତ ଏହି ଶୈବପୀଠ କୁ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମ ବାସିନ୍ଦା ଦାବି କରିଆସୁଥିଲେ ଏଥିପାଇଁ ପ୍ରାସାସନିକ ଅଧିକାରୀ ନତୁବା ଲୋକ ପ୍ରତିନିଧି ମାନେ କେହି ମଧ୍ୟ ଧ୍ୟାନ ଦେଉନାହାନ୍ତି ସେଥିପାଇଁ ଗ୍ରାମ ବାସିନ୍ଦା ଙ୍କ ମଧ୍ୟରେ ଅସୋନ୍ତୋଷ ପ୍ରକାଶ ପାଇଛି। ଖଣ୍ଡପଡ଼ା ଠାରୁ ନୟାଗଡ଼ କୁ ସଂଯୋଗ କରୁଥିବା ମାଟି ରାସ୍ତା ଦେଇ ଉକ୍ତ ଶୈବପୀଠ କୁ ମାଟି ରାସ୍ତା ଦେଇ ଭକ୍ତଙ୍କ ଯାତାୟାତ କରିବାର ସମସ୍ତ ଜନସାଧାରଣ ଙ୍କ ଅସୋନ୍ତୋଷ ପ୍ରକାଶ ପାଉଛି। ପୁରାତନ ଶୈବପୀଠ ବହୁ ବର୍ଷ ହୋଇଥିବା ଜଣାପଡିଛି ତେଣୁ ସେଥିପ୍ରତି ସରକାର ପ୍ରଶାସନ ଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS