BREAKING
Loading...
:

ଖଣ୍ଡପଡ଼ାରେ ଜିଲ୍ଲା ସ୍ତରୀୟ କ୍ୟାମ୍ପେରି କ୍ୟାମ୍ପ ପାଇଁ ପ୍ରସ୍ତୁତି ବୈଠକ

 ଖଣ୍ଡପଡ଼ାରେ ଜିଲ୍ଲା ସ୍ତରୀୟ କ୍ୟାମ୍ପେରି କ୍ୟାମ୍ପ  ପାଇଁ ପ୍ରସ୍ତୁତି   ବୈଠକ



ଖଣ୍ଡପଡ଼ା  ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ) ଖଣ୍ଡପଡ଼ା ସହର ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍କାଉଟ ଓ କ୍ୟାମ୍ପେରି କ୍ୟାମ୍ପ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଲିପ୍ସା ନନ୍ଦଙ୍କ ସଂଯୋଜନା ଆୟୋଜିତ ପ୍ରସ୍ତୁତି ବ୍ୟୈଠକ ମୂଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଧିକାରୀ ରାଜଶ୍ରୀ ପଟନାୟକ ଯୋଗଦାନ କରି କାର୍ଯ କ୍ରମ ସମ୍ପର୍କରେ ସବିଶେଷ ସୁଚନା ପ୍ରଦାନ କରିଥଲେ। ଆସନ୍ତା ୧୯ ତାରିଖ ୫ ଦିନ ଧରି ଏହି କାମ୍ପେରି କ୍ୟାମ୍ପ ଅନୁଷ୍ଠିତ ହେବ ଵୋଲି ବୈଠଖ ସ୍ବିକାର ହେଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଧିକାରୀ ଦିପ୍ତିମୟି ସୁଭଦ୍ରସିନି ଜିଲ୍ଲା ଶାରୀରିକ ନିରକ୍ଷକ ଅନିଲ କୁମାର ଦାଶ ଖଣ୍ଡପଡ଼ା ଗୋଷ୍ଟି ଶିକ୍ଷା ଧିକାରୀ କୈଳାସ ଚନ୍ଦ୍ର କର କାର୍ଯ୍ୟ କାର୍ଯ୍ୟକ୍ରମ ର ରାଜ୍ୟ ସଂଯୋଗ ପ୍ରସାନ୍ତ କୁମାର ମିଶ୍ର ଜିଲ୍ଲା ସ୍କାଉଟ କମିଶନ୍ର ତଥା ଖଳି ସାହି ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଶ୍ମୀ ରଞ୍ଜନ ସେଠୀ ଙ୍କ ସମେତ ବିଭିନ୍ନ ଉଚ୍ଚ ବିଦ୍ୟାଳୟରପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍କାଉଟ ଗାଡି ଶିକ୍ଷକ ମାନେ ବୈଠକରେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥଲେ। ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଥମ କରି ସ୍କାଉଟ କ୍ୟାମ୍ପେରି କ୍ୟାମ୍ପ ଅନୁଷ୍ଠିତ ହେବାକୁ ଥିବା ବେଳେ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ଅନୁଷ୍ଠିତ କତୃପକ୍ଷ ଙ୍କ ଠାରୁ ପ୍ରକାଶ ପାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS