BREAKING
Loading...
:

ଦେଶ ପାଇ ଖୁସି ଖବର । ଭାରତ ମାତା ର ଆର୍ଥିକ ବିଜୟ ।

 ଦେଶ ପାଇ ଖୁସି ଖବର । ଭାରତ ମାତା ର ଆର୍ଥିକ ବିଜୟ ।

ମୋଦୀ ହେ ତୋ ମୁମକିନ ହେଁ ।

ବାଂଲାଦେଶ ରେ ଆଦାନୀ ପାୱାର ର ବକେୟା ଥିବା ୪୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ମୋଦୀ ଜୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଙ୍କ ଆପ୍ରାଣ ଉଦ୍ୟମ ରେ ଆଦାନୀ (ହିନ୍ଦୁ ବ୍ୟବସାୟୀ) ଙ୍କ ଟଙ୍କା ଭାରତ କୁ ଆସୁଛି । ଏହା କେବଳ ଆଦାନୀ  (ହିନ୍ଦୁ ବ୍ୟବସାୟୀ) ଙ୍କ ପାଇଁ ହିଁ ଖୁସି ଖବର ନୁହ ସାରା ଭାରତ ବାସୀଙ୍କ ପାଇଁ ଖୁସି ଖବର ।

ମୁସଲିମ ବହୁଳ ବାଂଲାଦେଶ ରେ ଏହା ହିନ୍ଦୁ ଙ୍କ ପ୍ରତି ଅବମାନନା ର ପ୍ରତିଶୋଧ ନେଇଛି ଭାରତ ।

ଏହା ଭାରତ ର କୁଟନୈତିକ ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS