BREAKING
Loading...
:

୫ରାଜ୍ୟର ୨୨ଟି ସ୍ଥାନରେ ଏନଆଇଏର ଚଢ଼ାଉ

 ୫ରାଜ୍ୟର ୨୨ଟି ସ୍ଥାନରେ ଏନଆଇଏର ଚଢ଼ାଉ 


ଭୁବନେଶ୍ଵର ( ମଣିଭଦ୍ରା ଖବର) ଟେରର ଫଣ୍ଡିଂ ମାମଲାରେ ଚଢ଼ାଉ କରିଛି ଜତୀୟ ତଦନ୍ତକାରୀ ସଂସ୍ଥା। ଜମ୍ମୁକାଶ୍ମୀର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଓ ଦିଲ୍ଲୀରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ପଶ୍ଚିମବଙ୍ଗର ୧୧ଟି ସହରରେ ବି ଚଢ଼ାଉ କରାଯାଇଥିଲା । ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ଦ୍ୱାରା ଫଣ୍ଡିଂ ଅଭିଯୋଗ ଆସିବା ପରେ ଚଢ଼ାଉ କରାଯାଇଛି* ।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS