ବାତ୍ୟା 'ଦାନା' ପାଇଁ ସ୍କୁଲ ଛୁଟି ଘୋଷଣା ,୨୩ରୁ_୨୫_ସ୍କୁଲ_ବନ୍ଦ
ଭୁବନେଶ୍ଵର (ମଣିଭଦ୍ରା ଖବର) ବାତ୍ୟା 'ଦାନା' ପାଇଁ ସ୍କୁଲ ଛୁଟି ଘୋଷଣା । ୧୪ ଜିଲ୍ଲାରେ ୩ ଦିନ ପାଇଁ ସ୍କୁଲ ବନ୍ଦ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ଆସନ୍ତା ୨୩ରୁ ୨୫ ତାରିଖ ଯାଏ ଛୁଟି ରହିବ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق