BREAKING
Loading...
:

ଟ୍ରେନ ରେ ଯୁବତି ଦୁଇ ଖଣ୍ଡ ହୋଇ କଟି ଗଲେ, ପୋଲିସ୍ ତଦନ୍ତ ଆରମ୍ଭ

 ଟ୍ରେନ ରେ ଯୁବତି ଦୁଇ ଖଣ୍ଡ ହୋଇ କଟି ଗଲେ, ପୋଲିସ୍ ତଦନ୍ତ ଆରମ୍ଭ।




ବଲାଙ୍ଗିର( ମଣିଭଦ୍ରା ଖବର)ବଲାଙ୍ଗୀର ତାଲପାଲି ପଡା ନିବାସୀ ସାରିକା ସାଏ ନାମ୍ନୀ ଜଣେ ଯୁବତୀ ଆଜି ସକାଳେ ଖୁଜେନ୍ ପାଲି ନିକଟସ୍ଥ ରେଳ ଲାଇନ ରେ କଟି ଯାଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ, ସାରିକା ସାଏ ଏକ ଘରୋଇ ବୀମା କମ୍ପାନୀ ରେ କାର୍ଯ୍ୟରତ ଥିଲେ। 


ଖୁଜେନ ପାଲି ରେଳ ଧାରଣା ନିକଟ ରେ ଏକ କାର ଠିଆ ହୋଇ ରହିଥିବା ଦେଖା ଯାଇଛି। ମୃତ ଦେହ  ଦୁଇ ଖଣ୍ଡ ହୋଇ କଟି ଯାଇଥିବା ବେଳେ ଉକ୍ତ କାର ରେ ସେ ଆସି ରେଳ ଲାଇନ ରେ ଆତ୍ମହତ୍ୟା କରିଛନ୍ତି ନାଁ ଅଲଗା କିଛି କାରଣ ରହିଛି,ସେ ନେଇ ଜି ଆର ପି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS