BREAKING
Loading...
:

ଜିଲ୍ଲାରେ କ୍ୟାମ୍ପେନିଙ୍ଗ ମୋଡ଼ରେ ଆରମ୍ଭ ହୋଇଛି ଭୋଟର କାର୍ଡ ସହ ଆଧାରକାର୍ଡ଼ ର ସଂଯୋଗ କରଣ ପ୍ରକ୍ରିୟା l

 ଜିଲ୍ଲାରେ କ୍ୟାମ୍ପେନିଙ୍ଗ ମୋଡ଼ରେ ଆରମ୍ଭ ହୋଇଛି ଭୋଟର କାର୍ଡ ସହ ଆଧାରକାର୍ଡ଼ ର ସଂଯୋଗ କରଣ ପ୍ରକ୍ରିୟା l




ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ନିର୍ଦେଶକ କ୍ରମେ l

ବୌଦ୍ଧ  (ମଣିଭଦ୍ରା ଖବର)ଜିଲ୍ଲାରେ ଆଜି କ୍ୟାମ୍ପେନିଙ୍ଗ ମୋଡ଼ରେ ଆରମ୍ଭ ହୋଇଛି ଭୋଟର କାର୍ଡ ସହିତ ଆଧାରକାର୍ଡ଼ ସଂଯୋଗ କରଣ ପ୍ରକ୍ରିୟା l ପି.ଏଲ.ଓ ମାନେ ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କ ଭୋଟରକାର୍ଡ ସହିତ ଆଧାରକାର୍ଡ଼ ସଂଯୋଗ କରିଥିବା ଦେଖିବାକୁ ମିଳିଛି l ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ, କଣ୍ଟାମଲ ବ୍ଲକ ଏବଂ ବୌଦ୍ଧ ବ୍ଲକରେ ବିଭିନ୍ନ ଗ୍ରାମକୁ ଯାଇ ପି.ଏଲ.ଓ ମାନେ ହିତାଧିକାରୀ ମାନଙ୍କ ଆଧାରକାର୍ଡ଼ ସହିତ ଭୋଟର କାର୍ଡ ମଧ୍ୟରେ ସଂଯୋଗୀକରଣ ପ୍ରକ୍ରିୟାକୁ ଜୋରସୋର ରେ ଆରମ୍ଭ କରିଦେଇଛନ୍ତି l ଜିଲ୍ଲାରେ ଏହିକାଯ୍ୟକ୍ରମ କ୍ୟାମ୍ପେନିଙ୍ଗ ମୋଡ଼ରେ ଚାଲିଥିବା ବେଳେ ଆଗକୁ ମଧ୍ୟ ଏହା ଜାରିରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦଙ୍କ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS