BREAKING
Loading...
:

ବଉଳସିଂହା ଗ୍ରାମରେ ଅଖଣ୍ଡ ମହିମା ଯଜ୍ଞ ଅନୁଷ୍ଠିତ, ଯୋଗଦେଲେ ମହିମା ଧର୍ମାବଲମ୍ବୀ ସାଧୁ

 ବଉଳସିଂହା ଗ୍ରାମରେ ଅଖଣ୍ଡ ମହିମା ଯଜ୍ଞ ଅନୁଷ୍ଠିତ, ଯୋଗଦେଲେ ମହିମା ଧର୍ମାବଲମ୍ବୀ ସାଧୁ



କଣ୍ଟାମାଳ :- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ବଉଳ ସିଂହା ଗ୍ରାମରେ ଅଖଣ୍ଡ ମହିମା ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଅବସରରେ ଯୋରନ୍ଦା ସ୍ଥିତ ମହିମା ଆଶ୍ରମ ସମେତ ଓଡିଶାର ବିଭିନ୍ନ ସ୍ଥାନରୁ ମହିମା ଧର୍ମାବଲମ୍ବୀ ସାଧୁ ମାନେ ଯୋଗ ଦେଇ ଯଜ୍ଞରେ ସାମିଲ୍ ହୋଇଥିଲେ | ବଉଳସିଂହା ଗ୍ରାମର ପ୍ରମୋଦ ଚାଉଳିଆ ଯଜ୍ଞ କର୍ତ୍ତା ଭାବରେ ସମସ୍ତ ଦାୟିତ୍ବ ନିର୍ବାହ କରିଥିବା ବେଳେ ସହସ୍ରାଧିକ ଶ୍ରଦ୍ଧାଳୁ ଗତ ରାତି ସାରା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାଧୁ ସଙ୍ଗ ଲାଭ କରିଥିଲେ |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS