BREAKING
Loading...
:

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ

 



ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଘରୁ ଅପହରଣ କରି ଏକ ଭଙ୍ଗା ଘର ପରେ ଜଙ୍ଗଲ ରେ ବାରମ୍ବାର ଦୁଷ୍କର୍ମ କରି ଜଙ୍ଗଲ ରେ ଛାଡ଼ି ଫେରାର ହୋଇଯାଇଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରି ନାବାଳିକା କୁ ଉଦ୍ଧାର କରିଥିଲେ ପୀଡ଼ିତା ଙ୍କ ବାପା ପରେ ଥାନରେ ଅଭିଯୋଗ ପରେ  ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ପାଟପୁର ପୋଲିସ ଦୁଷ୍କର୍ମ କାରୀ ନାବାଳକ କୁ ଅଟକେ ରଖିଥିବା ସୂଚନା ମିଳିଅଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS