BREAKING
Loading...
:

ରାଜ୍ୟପାଳ ପୁରସ୍କାର ହାତେଇଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାଇଲୋ।

 ରାଜ୍ୟପାଳ ପୁରସ୍କାର ହାତେଇଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାଇଲୋ।

ନିମାପଡ଼ା (ମଣିଭଦ୍ରା ଖବର) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧୀନ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାଇଲୋ ପୁରା ବ୍ଲକ ରେ ପାଲଟିଛି ଉଦାହରଣ ।ଉକ୍ତ ବିଦ୍ୟାଳୟ ବ୍ଲକ ର ଏକମାତ୍ର ବିଦ୍ୟାଳୟ ଭାବେ ଗତ ୯ ତାରିଖ ଦିନ ଭୁବନେଶ୍ଵର ରେ ଆୟୋଜିତ ରାଜ୍ୟ ସ୍ଥାରୀୟ ଉତ୍ସବ ରେ ମହାମହିମ ରାଜ୍ୟପାଳ ଙ୍କ ହାତରୁ ରାଜ୍ୟ ସ୍ତରୀୟ  ବେଷ୍ଟ ସ୍କାଉଟ ଆଣ୍ଡ ଗାଇଡ ପୁରସ୍କାର ପାଇଛି । ଯାହା ପୁରା ବିଦ୍ୟାଳୟ ରେ ଖୁସିର ଲହରୀ ଖେଳେଇ ଦେଇଛି ।ବିଦ୍ୟାଳୟ ର ଶିକ୍ଷକ ଶିବ ଶଙ୍କର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍କାଉଟ୍ ଆଣ୍ଡ ଗାଇଡ୍ ଦ୍ଵାରା ରାଜ୍ୟ ସ୍ଥରୀୟ ରାଜ୍ୟପାଳ ପୁରସ୍କାର ପାଇଥିବାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ , ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଞ୍ଚଳ ବାସି ଖୁସି ବ୍ୟକ୍ତ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS